2024-08-21 06:35
ରକ୍ଷା ବନ୍ଧନ ରେ ଖାଲି ରାକ୍ଷୀ ବାନ୍ଧି , ସୋସିଆଲ ମିଡିଆରେ ପୋଷ୍ଟ କଲେ କଣ ଆମ ଭଉଣୀ ମାନଙ୍କ ସୁରକ୍ଷା ସମ୍ଭବ ?
Think about it 🤔
Raise your voice for our sister moumita 😔
ମୁଁ ଜଣେ ପୁରୁଷ ହିସାବ ରେ ନିଜକୁ ଲଜ୍ଜିତ ଅନୁଭବ କରୁଛି , ସ୍ଵାଧୀନତା ର 78 ବର୍ଷ ପରେ ବି ଆମ ଭଉଣୀ ମାନେ ସୁରକ୍ଷିତ ବା ସ୍ଵାଧୀନ ନୁହନ୍ତି 😭