2024-08-04 16:41
ଗାଁ ରେ ଭଲରେ ଠିକ୍ ସେ ନେଟୱର୍କ କି ୱାଇଫାଇ ମିଳେ ନାହିଁ କି ଗାଁ ରେ ସପିଙ୍ଗମଲ୍ ରେଷ୍ଟୁରାଣ୍ଟ କିଛି ନଥିଲେ ବି ଗାଁ କୁ ଗଲେ ଗାଁ ର ପରିବେଶ କୋଉ ସହରରେ ପାଇବେନି,କୋଉ ସ୍ବର୍ଗ ଠୁ କମ୍ ନୁହେଁ, ଆଜି ଯିଏ ସହରରେ ରହୁଛନ୍ତି ଦିନେ ସମୟ ଆସିବ ଗାଁ କୁ ଆସିବା ପାଇଁ ବିକଳ ହେବେ, ତେଣୁ ଗାଁ କୁ ସମ୍ମାନ ଦିଅନ୍ତୁ ଗାଁ ପରିବେଶ କୁ ସମ୍ମାନ କରନ୍ତୁ