2024-08-04 17:11
ମୁଁ ସୋମବାର ରେ ଆମିଷ ଖାଏନି
ମୁଁ ମଙ୍ଗଳବାରେ ଆମିଷ ଖାଏନି
ମୁଁ ଗୁରୁବାରେ ଆମିଷ ପିଆଜ ରସୁଣ ବି ଛୁଏନି
ମୁଁ ଶନିବାର ରେ ବି ଆମିଷ ଖାଏନୀ
ପ୍ରତି ଦଶ ଜଣ ରେ ଆଠ ଜଣ ଏଇଆ ହିଁ କହନ୍ତି ହେଲେ ଏହି ଦିନ ଗୁଡିକରେ ଏଇ ଆଠ ଜଣ ସକାଳୁ ରାତି ଯାଏ କଣ କରନ୍ତି ତାର ହିସାବ ରଖନ୍ତି କି, ଏହି ଦିନ ଗୁଡ଼ିକରେ ଏମାନେ ନିଜକୁ ଥରୁଟିଏ ପଚାରିବା ଦରକାର୍ ଆଜି ମୁ ଆମିଷ ଖାଇନି ସତ ହେଲେ କାହାର କ୍ଷତି କରିନି ତ, କହାକୁ ଠକିନି ତ ,କି କାହା ମନରେ କଷ୍ଟ ଦେଇନି କି କାହାଠୁ ଲାଞ୍ଚ ନେଇନୀ ତ କହାକୁ ମିଛ କହିନି ତ,ଯାହା ଉତ୍ତର ମିଳିବ ତାହା ହିଁ ତୁମର ବ୍ୟକ୍ତିତ୍ଵ ତୁମର ଅସଲ ପରିଚୟ