Threadser.net
數據
關鍵字
功能建議
Following
Threads
Login
串文
串文鏈結
2024-08-14 04:25
ଭଲ ପାଇବା ଶେଷ ହେଇନାହିଁ..... ସିଏ ମୋ story ଟିକେ ଦେଖି ନେଉଛି.... ଆଉ ମୁଁ ତା story ଟିକେ ଦେଖିଦେଉଛି... ଏତିକି ରେ ସାରା ଦିନ ଖୁସିରେ କଟି ଯାଉଛି... କେହି କାହାରି କୁ mssg କରୁନୁ ବାସ dp ଦେଖି.. ଦିନ କଟିଯାଉଛି.... ସମୟ ସିନା ମୋଠୁ ତାକୁ ବହୁତ ଦୂରକୁ ନେଇଯାଇଛି.. ହେଲେ ଆଜି ବି ତାକୁ ଭଲ ପାଉଛି.. ମୁଁ ଜାଣେ ସେ କେବେ ଫେରିବନି.. ତଥାପି ତା ସ୍ମୃତି ସାଇତି ରଖୁଛି.... କାହିଁକି ଗଲା ତାର ହେସାଵ ଖୋଜୁନି.... କେମିତି ଅଛି ବାସ ଏତିକି ଚିନ୍ତା ଘାରୁଛି... ସମସ୍ତେ କୁହନ୍ତି କାହିଁକି ଏତେ ପାଗଳ ତା ପାଇଁ.. ମୁଁ କେମିତି ବୁଝେଇବି ତା ପାଖରେ ମୋ ଜୀଵନ ଅଛି... 😔😔😔😔
讚
30
回覆
15
轉發
1
作者
Satyajit Parhi Lipu
parhilipu
粉絲
77
串文
19+
讚
回覆
轉發
24小時粉絲增長
無資料
互動率
(讚 + 回覆 + 轉發) / 粉絲數
59.74%
回覆 (BETA)
最先回覆的內容
發文後
用戶
內容
11 小時內
pujaprusty
pujaprusty88
Kia ki se
13 小時內
Patra Kailash
patrakailash2021
ସତରେ ଭାଇ ଭଲ ପାଇବା ଏମିତି ଏକ ବନ୍ଧନ । ଯାହା ପବିତ୍ର ବନ୍ଧନ ଠାରୁ କମ୍ ନୁହଁ