2024-08-15 14:31
ଆଜି କାଲି ଦୁନିଆ ରେ କିଏ କାହାର ନୁହନ୍ତି 🥹🥹
ଲୋକ ଆସନ୍ତି ନିଜ ଆଡୁ😔
ଭଲପାଇବା ର ଆଶା ଦିଅନ୍ତି ନିଜ ଆଡୁ 😊
ବିଶ୍ୱାସ ଆଉ ଭରସା ନ କଲା ଯାଏଁ ଏତେ ମିଠା ମିଠା କଥା କୁହନ୍ତି ଯେମିତି ତାଙ୍କ ଠାରୁ ଭଲ ପୁଅ ଦୁନିଆ ରେ ହିଁ ନାହାନ୍ତି 😅
କିନ୍ତୁ ଯେତେବେଳେ ତମେ ତାଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରିବ ଆଉ ନିଜର 100% ସମୟ ଦେବ ଠିକ ସେ ସମୟରେ ଆହୁରି ଭଲ ମିଳିବେ ଭାବି ଗୋଇଠା ମାରିଦେଇକି ଯିବେ 😁😁
ଯିବା ଆଗରୁ ଭାବନ୍ତିନି ସେ ମଣିଷ କେମିତି ବଂଚିବ ଯିଏ ଏତେ ଭରସା କରିଥିଲା 😔😔😔😔