Threadser.net
數據
關鍵字
功能建議
Following
Threads
Login
串文
串文鏈結
2024-08-15 14:35
ଗୋଟେ ପ୍ରଶ୍ନ❓ ମୁଁ ସେହି ପୁରୁଷ ମାନ କୁ ପଚାରିବାକୁ ଚାହୁଁଛି ଯିଏ କୁହନ୍ତି କି ମା ର ଋଣ କେହି ସୁଝି ପାରିବେନି। କାହିଁକିନା ସିଏ ତୁମକୁ ଜନ୍ମ ଦେଇଛନ୍ତି। ତାହେଲେ ପୁଣି ସେହି ପୁରୁଷ ଆଉ ଗୋଟେ ସ୍ତ୍ରୀ ର ଋଣ କେମିତି ଭୁଲିଯାଏ। ଯିଏ କି ନିଜ ଜୀବନ କୁ ମୃତ୍ୟୁ ମୁହଁରେ ରଖିକି ବାପା ହେବାର ସୁଖ ଦେଇଥାଏ। ତା ଋଣ ର କଣ କିଛି ମୂଲ୍ୟ ନାହିଁ। ନା ସେ କିଛି କଷ୍ଟ ସହିନି।
讚
回覆
轉發
作者
Satyajit Parhi Lipu
parhilipu
粉絲
77
串文
18+
讚
回覆
轉發
24小時粉絲增長
無資料
互動率
(讚 + 回覆 + 轉發) / 粉絲數
0.00%
回覆 (BETA)
最先回覆的內容
發文後
用戶
內容
5 小時內
INSTA | ERROR
insta_dinesha
କିଏ କହିଲା ସ୍ତ୍ରୀ କୁ ଗୁରୁତ୍ୱ ଦିଏନି, ସେଇ ପାଇଁ ତା ଜଣେ ନାରୀ କୁ ନିଜର କରି ମାତୃତ୍ଵ ଅଳଙ୍କାର ପିନ୍ଧେଇ ମା ଋଣ ରୁ ମୁକ୍ତି ଦିଏ, ନାରୀ ଜୀବନ କୁ ସାର୍ଥକ କରେ