2024-08-23 17:02
କାହା ପାଇଁ ସ୍ଵପ୍ନ ଅଧା ରାତି ଜହ୍ନ କାହା ପାଇଁ ସ୍ଵପ୍ନ ଯୋଛନା କାହା ପାଇଁ ପୁଣି ଅଧୁରା ଏ ସ୍ଵପ୍ନ ମନେ ସ୍ମୃତି ଭରା ମୂର୍ଚ୍ଛନା। କାହା ପାଇଁ ପୁଣି ହସ ଖୁସି ଭରା କାହା ପାଇଁ ହୃଦ୍ ବେଦନା କିଏ ଚେଇଁ ରହେ ଅନ୍ଧାର ରାତିରେ କାହାକୁ ସପନ ଦେଖିବା ମନା। ✍🏻 ଲିପୁ ଅଧୁରା ସ୍ବପ୍ନ
回覆
轉發

回覆

轉發

24小時粉絲增長

無資料

互動率

(讚 + 回覆 + 轉發) / 粉絲數
0.00%

回覆 (BETA)

最先回覆的內容
發文後用戶內容
8 小時內
🥰Cute_Kabita_Queen🥰
cute_kabita_queen_
It's my post 🤣😂

© 2025 Threadser.net. 版權所有。

Threadser.net 與 Meta Platforms, Inc. 無關,未經其認可、贊助或特別批准。

Threadser.net 也不與 Meta 的"Threads" 產品存在任何關聯。