2024-08-24 12:26
ସମ୍ପର୍କ🥰 ଏମିତି ହେବା ଦରକାର, ଅଭିମାନ 😒 ଥିବ, ବାହାନା ନଥିବ ଝଗଡ଼ା 😔ଥିବ ହେଲେ ଦୂରତା ନଥିବ, ଭୁଲ ବୁଝାମଣା ଥିବ କିନ୍ତୁ 🙅ସମ୍ପର୍କ ଭାଙ୍ଗୁ ନଥିବ , ଜଣେ ଜଣଙ୍କର ଦେହ ହେଲେ ଆଉ ଜଣେ ତା'ର ଛାଇ ପରି ସାଥ୍ ଦେଉଥିବ। ଖରାପ ହେଉ କି ଭଲ ସବୁ ସମୟରେ ପାଖରେ ଥିବ ।🫂🫶
回覆
轉發

回覆

轉發

24小時粉絲增長

無資料

互動率

(讚 + 回覆 + 轉發) / 粉絲數
NaN%

© 2025 Threadser.net. 版權所有。

Threadser.net 與 Meta Platforms, Inc. 無關,未經其認可、贊助或特別批准。

Threadser.net 也不與 Meta 的"Threads" 產品存在任何關聯。