Threadser.net
數據
關鍵字
功能建議
Following
Threads
Login
串文
串文鏈結
2024-08-29 16:56
ଲେଖିବିନି ତୁମପାଇଁ ପ୍ରେମ ର କବିତା ପଢ଼ିବିନି ତୁମପାଇଁ ପ୍ରେମ ର ବାରତା || ଗାଇବିନି ତୁମପାଇଁ ପ୍ରେମ ରଚୟିତା ରଚିବିନି ତୁମପାଇଁ ପ୍ରେମ ର ଯେ ଗାଥା || କହିବିନି କେଵେ ଆଉ ପ୍ରୀତି ମଧୁରତା ସରିବନି ଯାହା ଥିଲା ଭାବପ୍ରବଣତା || ଆସିବିନି ଆଗପାରି ତୁମ ସପନରେ ଶୁଣିବିନି ତୁମ ସ୍ୱର କେଵେ ଆଉ ଥରେ || ଭୁଲିବିନି କେଵେ ତୁମ ସ୍ନେହ ର ପରଶ ଭାବିଦେଲେ ଭରିଯାଏ ମନରେ ହରଷ || ଲିପୁ
讚
回覆
轉發
作者
Satyajit Parhi Lipu
parhilipu
粉絲
77
串文
19+
讚
回覆
轉發
24小時粉絲增長
無資料
互動率
(讚 + 回覆 + 轉發) / 粉絲數
0.00%
回覆 (BETA)
最先回覆的內容
發文後
用戶
內容
2 小時內
Mili Padhy
mili_padhy123
Mo kabita copy karicha so sad