2024-09-04 10:47
Part-5
ଯେତେବେଳ ମୁଁ ତାକୁ କହିଲି କି ମୁଁ ତମକୁ ଭଲ ପାଉଜି ସେ ମୋତେ ମନା କରିଦେଲା,ମନା କଲା କିନ୍ତୁ ମୋ ସହ କଥା ହେଲା ଆଗରୁ ଯେମିତି କଥା ହେଉଥିଲା ସେମିତି କଥା ହେଲା ଏମିତି ବହୁତ୍ ଦିନ ଗଲା ପରେ ତା bf ତା life କୁ ପୁଣି ଫେରିଲା ସେ ସେତେବେଳ ମୋତେ ignore କରିବା ଆରମ୍ଭ କରିଦେଲା ମୋ ସହ totally କଥା ହେଲାନି ତା ପାଇଁ ମୁଁ ବହୁତ୍ କଷ୍ଟ ପାଇଥିଲି ସେ ତା bf ସହ କଥା ହେଲା ବେଳେ ମୁଁ ତାକୁ cll କଲେ waiting କୁହେ ମୋତେ ବହୁତ୍ କଷ୍ଟ ଲାଗେ ,ଏତେ କଷ୍ଟ ଯେ ସହିବାର ସୀମା ପାର କରି ଯାଏ , କଲେଜ ଯାଏ ତାକୁ ଦେଖିଲେ ହୃଦୟ ର ସ୍ପନ୍ଦନ ବଢ଼ି ଯାଏ ତାକୁ ଦେଖି ବହୁତ କଷ୍ଟ ଲାଗେ...... (next part-6)