2024-09-07 07:59
ରାଜ୍ୟର ସର୍ବବୃହତ୍ ସୁଭଦ୍ରା ଯୋଜନାକୁ ନେଇ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ dpradhanbjp ଙ୍କ ଆଲ୍ଲେଖ୍ୟ “ଗୋଟିଏ ସୁଭଦ୍ରା, କୋଟିଏ ମାଆ” ଓଡ଼ିଶାରେ ନାରୀ ସଶକ୍ତିକରଣ ତଥା ମହିଳାଙ୍କ ବିକାଶ ଓ ସେମାନଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ସୁଭଦ୍ରା ଏକ ଯୁଗାନ୍ତକାରୀ ଯୋଜନା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ସବୁଠୁ ବଡ ଯୋଜନା ଯାହା ମାଧ୍ୟମରେ ରାଜ୍ୟରେ ୧କୋଟିରୁ ଉର୍ଦ୍ଧ୍ବ ମହିଳା ସ୍ବାବଲମ୍ବୀ ହୋଇପାରିବେ। #SubhadraYojana #DharmendraPradhan
回覆
轉發

回覆

轉發

24小時粉絲增長

無資料

互動率

(讚 + 回覆 + 轉發) / 粉絲數
NaN%

回覆 (BETA)

最先回覆的內容
發文後用戶內容

© 2025 Threadser.net. 版權所有。

Threadser.net 與 Meta Platforms, Inc. 無關,未經其認可、贊助或特別批准。

Threadser.net 也不與 Meta 的"Threads" 產品存在任何關聯。