2024-09-09 04:04
ସେ ମତେ ପଚାରିଲେ ତମେ ମୋର ହାତ ଛାଡି ଯିବନି ତ? ମୁଁ ହସି ଦେଇ କହିଲି ଆଜି ଏ ପ୍ରଶ୍ନ କଣ ପାଇଁ" ସେ କହିଲେ କାହିଁକି ନା ମୋତେ ବହୁତ ଡର ଲାଗୁଛି " ମୋ ପାଖରେ ନା ଅଛି ଭଲ ଚାକିରି ନା ଅଛି ଭଲ‌ ଘର ତମେ ମତେ ବାହା ହେଲେ ଖୁସିରେ ରହିପାରିବନି"ଆରେ ପାଗଳ ତମେ ମତେ କଣ ଏତେ ଦିନ ଭଲ ପାଇବାରେ ଏଇଆ ଚିହ୍ନିଲ 😥 ମୁଁ ତମକୁ ଭଲ ପାଏ ତମ ଘର କି ଚାକିରି କି ନୁହେ " ଆଉ ଗୋଟେ କଥା ସେ ସବୁ ଆଜି ତମ ପାଖରେ ନାହିଁ ତ କଣ ହେଲେ ତମେ ଯଦି‌ ମୋର ସାଥ୍ ସାରା ଜୀବନ ଦେବ ତ ଆମେ ଦୁଇ ଜଣ ମିଶି ସବୁ ସବୁ କିଛି ଠିକ୍ କରି ଦେବା ବାସ୍ ଖାଲି ତମେ ମୋ ସହ ଆଉ ମୁଁ ତମ ସହ ସବୁ ପରିସ୍ତିରେ ହାତ ଛାଢିବା ନାହିଁ👩‍❤️‍👨
回覆
轉發

回覆

轉發

24小時粉絲增長

無資料

互動率

(讚 + 回覆 + 轉發) / 粉絲數
NaN%

回覆 (BETA)

© 2025 Threadser.net. 版權所有。

Threadser.net 與 Meta Platforms, Inc. 無關,未經其認可、贊助或特別批准。

Threadser.net 也不與 Meta 的"Threads" 產品存在任何關聯。