2024-09-10 09:20
ଜାଣିନି ପ୍ରେମ ର ମାନେ କଣ ? ବୁଝିନୀ ପ୍ରେମ ର ସଂଜ୍ଞା ଏତିକି ଜାଣିଚି ମୁଁ ଖାଲି ତୁମ ଜିତିବାରେ ମୁଁ ଖୁସି, ତୁମ କୁ ହରେବାରେ ମୁଁ ଦୁଃଖ୍ ତୁମ ଓଠ ର ହସ ମୋ ଶେଷ ପ୍ରାର୍ଥନା ତୁମ ଉନ୍ନତି ମୋ ଜୀବନ ର ଶେଷ ପ୍ରଗତି ହସିଲେ ତୁମେ ଦୁନିଆ ମୋ ହସି ଉଠେ ତୁମ କଷ୍ଟ ରେ ମନ ମୋ ଗୁମୁରି ଗୁମୁରି କାନ୍ଦେ ହଜାରେ ପ୍ରାର୍ଥନା ର ପୁଣ୍ୟ ଫଳ ତୁମେ ତୁମ ସୁଖ ର ଦୁଆରେ ନଥାଉ ପଛେ ମୋ ସ୍ଥାନ ମୁଁ ତୁମ ଦୁଃଖ ର ଚିର ସହଯାତ୍ରୀ
回覆
轉發

回覆

轉發

24小時粉絲增長

無資料

互動率

(讚 + 回覆 + 轉發) / 粉絲數
NaN%

回覆 (BETA)

最先回覆的內容
發文後用戶內容

© 2025 Threadser.net. 版權所有。

Threadser.net 與 Meta Platforms, Inc. 無關,未經其認可、贊助或特別批准。

Threadser.net 也不與 Meta 的"Threads" 產品存在任何關聯。