2024-11-01 06:20
ଆଖି ଖୋଲିଲେ ଯାହା କଥା ପ୍ରଥମେ ମନେପଡେ ସେ ହଉଛି ପ୍ରେମ
ଯାହା ସ୍ୱର ଶୁଣିବାକୁ ଦିନସାରା ଅପେକ୍ଷା ଥାଏ ସେ ହଉଛି ପ୍ରେମ
ଝଗଡା ପରେ ଯୋଉଠି ମନେଇ ବାର ଆଶା ଥାଏ ସେ ହଉଛି ପ୍ରେମ
ଯାହା କଥା ଚିନ୍ତା କରି ମୁହଁ ରେ ହସ ଖେଳିଯାଏ ସେ ହଉଛି ପ୍ରେମ
ସାରା ଦୁନିଆଁ ର ଖୁସି ପାଖରେ ଥାଇ ମଧ୍ୟ ଯାହାର କଥା ପଦେ ତୁମକୁ ଉଦାସ କରିଦିଏ ସେ ହଉଛି ପ୍ରେମ....
🌹🌹🌹🌹🌹🌹
@mili_padhy123