2024-11-08 17:28
ହଁ ସେ ଦିନର ସେ ରାତି ମନେପଡେ
ନିଦରେ ଶୋଇଥିବା ତମର ସେଇ ଶାନ୍ତ ଚେହେରା ମନେପଡେ..
ଚୁପଚାପ୍ ତମର ସେଇ ଆଖିକୁ ମୋର ଚାହିଁବା ମନେପଡ଼େ..
ତମ ଓଠରେ ସେଇ ଖୁସିର ଝଲକ ଦେଖିବାର ପ୍ରୟାସ ମନେପଡେ..
ତମ ଭିତରେ ନିଜକୁ ବାର ବାର ଖୋଜିବାର ଚେଷ୍ଟା ମନେପଡେ..
ନିଜକୁ ତମ ଭିତରେ ହଜେଇବା ମନେପଡେ..
ହଁ ମନେ ପଡେ ତମ କଥା ଆଜି କାଇଁ ଭାରି ମନେ ପଡେ..