2024-11-11 02:57
ତମ ଅପେକ୍ଷାରେ ରାତି ଆସିଯାଏ...
ନିଦର ଚାଦର ଘୋଡେଇ ହେଇ ପୁରା ଦୁନିଆ ସିନା ଶୋଇଯାଏ
ହେଲେ ମୁଁ ବାସ୍ ତମରି ବାଟ ଚାହିଁ ରହିଥାଏ..
ଜାଣିନି ଆସିବନି ବୋଲି ଜାଣିବି
କଣ ପାଇଁ ନିଜକୁ ମିଛ ଆଶା ଦେଇ ବୁଝଉଥାଏ..
ଆଖିର ନିଦକୁ ଦୂର କରି
ମୁଁ ବାସ୍ ତମରି ଭାବନାରେ ହଜୁଥାଏ...
ଏମିତି ତମେ ଆସିବ.. ଆସିବନି ର ଲୁଚକାଳି ଖେଳ ଭିତରେ ଜହ୍ନ ବି ଲୁଚିଯାଏ..
ଆଉ ଗୋଟେ ନୂଆ ସକାଳ ତା ସହ ପୁଣି ମୋ ପାଇଁ ଅପେକ୍ଷା ନେ଼ଇ ଆସିଯାଏ..
ହଁ ତମ ଉପସ୍ଥିତିର ମିଛ ଆଶାରେ ପୁଣି ଗୋଟେ ରାତି...ପୂର୍ବ ସବୁ ରାତି ଭଳି ମୋର ବିତିଯାଏ...