2024-11-17 16:40
ମୁଁ ବି କଳଙ୍କିତ ଠିକ ସେହି
ଜହ୍ନ ପରି...
କିନ୍ତୁ ଦୂର ଦିଗ ବଳୟ ନୁହେଁ
ତୁମ ହୃଦୟର..
ମୁଁ ବି ଦେଇପାରେ ଶାନ୍ତି ଶିଥିଳତା
ଆହୁରି ଅନେକ ଆବେଗ...
ଉଙ୍କିମାରି ପୁଣି ବୁଡ଼ିଯାଏ
ତୁମ ପ୍ରେମ ର ବକ୍ଷ ରେ...
ଟିକେ ତ କୋଳେଇ ନିଏନି ??
ଅହେତୁକ ସ୍ବପ୍ନ କୁ ଜାବୁଡି ଧରି
ପୁଣି ଫେରିଆସେ
ମୋ ପୃଥିବୀ କୁ....
@mili_padhy123