2024-12-27 06:34
❤️🐷𝐃🐷❤️
ଦୁଇଟି ଅକ୍ଷରର ସମାହାର...🥰
ଦୁନିଆରେ ସବୁଠାରୁ ସେ ଅତି ନିଜର...♾️💗
ଦୁଃଖରେ 🥺ଥିଲେ ହସାଏ ବାରମ୍ବାର..😃
ଖୁସିରେ ରଖିବା ପାଇଁ ଶହେ ସବୁ କଷ୍ଟ ମୋର
କିଏ କହେ ତାକୁ ଭାରି ଅଭିମାନି...😤😘
କିନ୍ତୁ ତା ପ୍ରେମ ଦୁନିଆରେ ସବୁଠାରୁ ଦାମି✨
ତୋର ମୋର ନାଁ ଦୁଇ ହୃଦୟର ସମାହାର
❤️𝐃𝐨𝐫𝐞𝐦𝐨𝐧❤️
Happiness ☺️#Love u ❤️🤭