2025-01-01 18:30
ତୁ ଜମିଦାର ଏ ଜଗତର ମୁଁ ନିରୀହ ପରଜା ଯେ ଟିଏ.... ❤️😌🙏
କିଛି ଆଣି ନାହିଁ ନେବାର ବି ନାହିଁ, ହେଲେ ଏତେ ଛଟ ପଟ।
ନେବା ପାଇଁ ଯଦି ସୁବିଧା ଥାଆନ୍ତା କେତେ ଯେ କରନ୍ତି ନାଟ।
ଯେତେକ ଅର୍ଜନ ଏଠାରେ ଛାଡ଼ିବି ଧନ ଜନ ଯୌବନ।
ଖାଲିହାତେ ଆସି ଶୂନ୍ୟେ ଫେରିଯିବି.....
ଶୂନ୍ୟ ରେ ହେବି ବିଲିନି।
କାହିଁକି ଏ ଧନ ପଛେ ଗୋଡ଼ାଇବି ଧନ ଯେ ଛକାନୟନ ⭕❗⭕
ତା ପଛେ ଗୋଡ଼ାଇ, ତା ନାମ ଗାଇବି ବୌକୁଣ୍ଠେ ମିଳିବ ସ୍ଥାନ 😌✨❤️
Kichi