Threadser.net
數據
關鍵字
功能建議
Blog
Following
Threads
Change language
登入
串文
串文鏈結
2025-02-25 16:39
ହେ ମହାଦେବ ...🙏 ଆପଣଙ୍କ ଏବଂ ମାତା ପାର୍ବତୀଙ୍କ ବିବାହ ଦିବସରେ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ...🥰🥰 । ସତୀ ମାତାଙ୍କ ମୃତ୍ୟୁ ପାଶ୍ଚାତ ଆପଣଙ୍କ ଜୀବନରେ ଯେଉଁ ପ୍ରେମ ପଦ୍ମ ପ୍ରସ୍ଫୁଟିତ ହୋଇଥିଲା ତାହା କେବଳ ମାତା ପାର୍ବତୀଙ୍କ ପାଇଁ ...❤️❤️ । ଆପଣ ବୈରାଗୀ କିନ୍ତୁ ଏହା ପରେ ମଧ୍ୟ ଆପଣଙ୍କ ହୃଦୟରେ ମାତାଙ୍କ ନିମନ୍ତେ ପ୍ରେମ ସୃଷ୍ଟି ପାଇଁ ଉଦାହରଣ... 🙇🙇 । ପ୍ରେମ ସବୁ କିଛିରେ ହୋଇ ପାରେ । ନା ସେ ସମୟ ଦେଖେ ନା ହିଁ ରୂପ । ହେ ମହାଦେବ ... । ହର ହର ଶିବସମ୍ଭୁ ... 🙇🕉️🌼🙏🥹 । mahadev ହର ହର ମହାଦେବ ❤️🙏🙏🙏🙏
讚
1
回覆
0
轉發
作者
Maheswara Pradhan
mahesoni97
粉絲
537
串文
221+
讚
回覆
轉發
24小時粉絲增長
無資料
互動率
(讚 + 回覆 + 轉發) / 粉絲數
0.19%
回覆 (BETA)
最先回覆的內容
發文後
用戶
內容