Threadser.net
數據
關鍵字
功能建議
Blog
Following
Threads
Change language
登入
串文
串文鏈結
2025-02-27 17:00
ଆଜି କାଇଁ ସବୁ ଦିନ ପାଇଁ ଅଚିନ୍ତା ନିଦରେ ଶୋଇ ଯିବାକୁ ଇଚ୍ଛା ହଉଛି ସବୁକିଛି ଛାଡ଼ି ଗୋଟେ ଅଫେରା ଦୁନିଆକୁ ଚାଲି ଯିବାକୁ ଇଚ୍ଛା ହଉଛି... ଭୁଲ ଠିକ୍ ର ଗଣିତ ରୁ ନିଜକୁ ମୁକୁଳେଇ ଛଅ ଖଣ୍ଡ କାଠରେ ନିଜକୁ ବାନ୍ଧି ଦବାକୁ ଇଚ୍ଛା ହଉଛି... ରଙ୍ଗବେରଙ୍ଗ ର ବାସ୍ତବତା କୁ ଭୁଲି ଖଣ୍ଡେ ଧଳା ଚାଦର ଘୋଡେଇ ହେଇ ମାଟିରେ ମିଶି ଯିବାକୁ ଇଚ୍ଛା ହଉଛି... ହଁ ଆଜି କାଇଁ ନିଜ ଜୀବନଠୁ ନିଜକୁ ଦୂରେଇ ନବାକୁ ଭାରି ଇଚ୍ଛା ହଉଛି... 🙏🙏🙏
讚
3
回覆
0
轉發
作者
Maheswara Pradhan
mahesoni97
粉絲
537
串文
221+
讚
回覆
轉發
24小時粉絲增長
發文前
534
發文後24小時
537
變化
+3 (0.56%)
互動率
(讚 + 回覆 + 轉發) / 粉絲數
0.56%
回覆 (BETA)
最先回覆的內容
發文後
用戶
內容