Threadser.net
數據
關鍵字
功能建議
Blog
Following
Threads
Change language
登入
串文
串文鏈結
2025-03-16 15:54
ସେ ଆଉ ମୁଁ ସେ ଅଶାନ୍ତ ସମୁଦ୍ର ର ଢେଉ ଆଉ ମୁଁ ଶାନ୍ତ ନଦୀ ର ଧାର ସେ ଫୁଲ ବାସ୍ନା ରେ କବଳିତ ପ୍ରଜାପତି ଆଉ ମୁଁ ରାଢ଼ ନିଆଁ ରେ ଜଳୁଥିବା ସଳିତା ସେ ପୁର୍ଣିମା ରାତି ର ଚାନ୍ଦ ଆଉ ମୁଁ ବିଧଗ୍ଧ ରାତି ର କାଳି ଅନ୍ଧାର ସେ ପୁରା ଲେଖା ଯାଇଥିବା ପୋଥି ଆଉ ମୁଁ ଶୂନ୍ୟ ସାଧା କାଗଜ ସେ ଲୋକ କଥା ର ଢଗଡ଼ମାଳି ଆଉ ମୁଁ ଅସମ୍ପୂର୍ଣ ପରିଭାଷା ସେ ତପ୍ତ ତାତି ର ସୁରୁଜ ଆଉ ମୁଁ ଶୀତଳ ରାତି ର କାକର ବିନ୍ଦୁ ସେ ସୀମାହୀନ ଆକାଶ ଆଉ ମୁଁ ସୀମା ରେ ଆବଦ୍ଧ ପରିସୀମା ସେ ପ୍ରେମ ଗ୍ରନ୍ଥ ର ଅମୃତ ମହୁ ଆଉ ମୁଁ ଏକାକୀ ପଣ ର ଜହର.. ବୋଧ ହୁଏ ଆମର ମିଳନ ଅସମ୍ଭବ ଯେମିତି ସୂର୍ଯ୍ୟ ଆଉ ଚନ୍ଦ୍ରମା 🥰💕❤️❤️
讚
2
回覆
0
轉發
作者
Maheswara Pradhan
mahesoni97
粉絲
537
串文
221+
讚
回覆
轉發
24小時粉絲增長
無資料
互動率
(讚 + 回覆 + 轉發) / 粉絲數
0.37%
回覆 (BETA)
最先回覆的內容
發文後
用戶
內容